Thursday, 25/April/2024 05:04
Mo Dhenkanal
ଢେଙ୍କାନାଳ ଖବର

ଚାରିଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ : ପ୍ରତ୍ୟକ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ !

ଢେଙ୍କାନାଳ, ତା ୨୯-୦୩-୨୦୧୨ ରିଖ ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରିଥିବାରୁ ସେମାନଙ୍କୁ ପ୍ରତେକ ୨,୫୦,୦୦୦/- ଟଙ୍କା ଲେଖାଏ ବିବାହ ପ୍ରୋତ୍ସାହନ ରାଶି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି ପ୍ରଦାନ କରିଥିଲେ ଗନ୍ଦିଆ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ତ୍ରିଲୋଚନ ମାଝୀ ଏବଂ ସଜନୀ କବି ,

FB_IMG_1686103726896
Picsart_22-04-11_10-18-21-175

ଅର୍ଣ୍ଣପୁର ଗ୍ରାମର ଅବନୀ ମୋହନ ସାହୁ ଏବଂ ପ୍ରଞ୍ଜାମୟୀ ସାହୁ , କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଦ୍ଧିଵିଲୀ ଗ୍ରାମର ସୁନୀଲ କୁମାର ବେହେରା ଏବଂ ଲିପିକା ସାହୁ, ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ପୁର ଗ୍ରାମର କୃପାସିନ୍ଧୁ ଦେହୁରୀ ଏବଂ ମାଣ୍ଡିଆ ଦେହୁରୀ ଙ୍କୁ ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା l

IMG-20230205-WA0003
Picsart_22-04-11_10-18-21-175

ଜଣେ 40% ରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଯଦି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରେ, ତାହେଲେ ଏହି ଦମ୍ପତି ଙ୍କୁ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଂଶକ୍ତି କରଣ ବିଭାଗ ତରଫ ରୁ ବିବାହ ପ୍ରୋତ୍ସାହନ ରାଶି ବାବଦ ରେ 2,50,000/- ଟଙ୍କା ପ୍ରଦାନ କରାଯାଇଥାଏ l ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା ରେ ମୋଟ 15 ଗୋଟି ଏବଂ ବର୍ତମାନ ସୁଦ୍ଧା ସର୍ବମୋଟ 56 ଜଣ ଦମ୍ପତି ଙ୍କୁ ଏହି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରକାଶ କରିଛନ୍ତି l

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

10 − four =