Sunday, 06/October/2024 03:44
Mo Dhenkanal
ଢେଙ୍କାନାଳ ଖବର

ଦଶମ ଶ୍ରେଣୀ ସି ବି ଏସ୍ ଇ ପରୀକ୍ଷାରେ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଶତ ପ୍ରତିଶତ ସଫଳତା !

ଖଡ଼ଗପ୍ରସାଦ। ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ସି ବି ଏସ୍ ଇ ପରୀକ୍ଷାରେ ସ୍ଥାନୀୟ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ପ୍ରକାଶ ଥାଉକି ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ବ୍ରାହ୍ମଣୀ ପବ୍ଲିକ ସ୍କୁଲର ୬୧ ଜଣ ଛାତ୍ରଛାତ୍ରୀ ସି ବି ଏସ୍ ଇ ଅଧୀନରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଅ°ଶଗ୍ରହଣ କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଏଥିରେ ସମସ୍ତ ଛାତ୍ରଛାତ୍ରୀ ସଫଳ ହୋଇଥିବା ବେଳେ ଛାତ୍ରୀ ସୁଶ୍ରୀ ସିମରନ
ମହାନ୍ତି ସର୍ବାଧିକ (୪୮୭)୯୭.୪ ପ୍ରତିଶତ,ଛାତ୍ର ଶ୍ରୀମାନ୍ ଏସ୍ କ୍ରୀଷ୍ଣା ସାହୁ(୪୭୬) ୯୫.୨ ପ୍ରତିଶତ ଏବଂ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ସାହୁ (୪୭୪) ୯୪.୮ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରାଇଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ବିଦ୍ୟାଳୟର ୯ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।ଛାତ୍ରଛାତ୍ରୀ ମାନଙ୍କର ଏହି ସଫଳତାରେ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଗଙ୍ଗାଧର ସାମଲ, ପରିଚାଳନା କମିଟିର ସମସ୍ତ ସଦସ୍ୟ, ଅଧ୍ୟକ୍ଷ ଡ଼. ନୀହାର ରଞ୍ଜନ ସିଂହ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

one × 2 =