Thursday, 25/April/2024 11:09
Mo Dhenkanal
ଢେଙ୍କାନାଳ ଖବର

ମାନବିକତା ଏବେ ବି ବଞ୍ଚିଛି ! ଉଦାହରଣ ସାଜିଲେ ଢେଙ୍କାନାଳ ଝିଅ ରୂପଶ୍ରୀ ।

ପରଜଙ୍ଗ ବ୍ଲକର ପାଟରପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନକମର ଗ୍ରାମର ବିହାରିଲାଲ ମାଝିଙ୍କ ଝିଅ ରୂପଶ୍ରୀ ମାଝି । କୋଭିଡ-୧୯ ଫାର୍ମାଶିଷ୍ଟ ପଦବୀରେ ପାଟରପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ କାର୍ଯ୍ୟରତା । ଗଡପରଜଙ୍ଗ ବଜାରକୁ ଆସିଥିବା ବେଳେ ବଜର ସ୍ଥିତ ଏ.ଟି.ଏମରେ ନିଜ ଜମାରାଶି ତନଖି କରିବାକୁ ଗଲାବେଳେ ଏଟିଏମ ମେଶିନରେ ଟଙ୍କା ବାହାରକୁ ଅଛି ।

FB_IMG_1686103726896
Picsart_22-04-11_10-18-21-175

ଆଖପାଖରେ ଟଙ୍କାର ଦାବିଦାର ନପାଇ ପରଜଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ସୌଭାଗ୍ଯ କୁମାର ସ୍ବାଇଁଙ୍କୁ ପାଇଥିବା ଦଶ ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି । ରୂପଶ୍ରୀଙ୍କ ଏଇ ମହାନ କାର୍ଯ୍ୟ ପାଇଁ ପରଜଙ୍ଗ ଥାନା ଅଧିକାରୀ ସାଧୁବାଦ ଜଣାଇଛି ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ – ଦୀପକ ରଞ୍ଜନ ମିଶ୍ର

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

20 − 2 =